Los Angeles
ଆମ ଅନୁଷ୍ଠାନ

ଆମର ଏହା ଅନୁଷ୍ଟନ ର ୯ ଟି ଟ୍ରେଡ ଅଛି । ଏହା କନ୍ଧମାଳ ଜିଲ୍ଲା ର ଅକମାତ୍ର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଭାବେ ଜଣାଶୁଣା | ଏହା କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲ୍ଲବାଣୀ ଠାରେ ୧୯୮୨ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନଟିରେ NCVT ଦ୍ୱାରା ସ୍ୱୀକୃତିପ୍ରାପ୍ତ |

30 ଏକର ପରିମୀତ କ୍ଷେତ୍ରରେ ବିସ୍ତୃତ ଆମ ଅନୁଷ୍ଠାନଟି ଫୁଲ୍ଲବାଣୀ ସହରାଞ୍ଚଳଠାରୁ ୫ କି.ମି ତଥା | ୮୦ ରୁ ଉର୍ଦ୍ଧ୍ୱ କର୍ମଚାରୀ ଆମ ଅନୁଷ୍ଠାନରେ କାର୍ଯ୍ୟରତ ତଥା ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଠାରେ ପ୍ରତିବର୍ଷ ଅଧ୍ୟୟନ କରିବାକୁ ଏଡ୍‌ମିଶନ ନେଇଥାଆନ୍ତି|

ଆମ ଅଧ୍ୟକ୍ଷଙ୍କ ଅଭିଜ୍ଞତାସମୃଦ୍ଧ ପରିଚାଳନା କାରଣରୁ ଏହି ଅନୁଷ୍ଠାନଟି ମୟୂରଭଂଜର ସବୁଠାରୁ ସଫଳ ଆଇ.ଟି.ଆଇ ଭାବେ ନିଜକୁ ପରିଚିତ କରେଇବାରେ ସକ୍ଷମ ହୋଇପାରିଛି | ଆମ ଅନୁଷ୍ଠାନଟି ଭାରତ ସରକାରଙ୍କ NCVT, Delhi

ଅନୁଷ୍ଠାନର ଇତିହାସ

ସନ୍‌ ୨୨ ମେ ୧୯୮୨ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ, ଶ୍ରୀ ଜାନକୀବଲ୍ଲବ ପଟ୍ଟନାୟକ ଦ୍ଵାରା ଉଦ୍ଧାଟିତ , ଓଡିଶା ସରକାରଙ୍କ ଦ୍ୱାରା.ଆଇ. ଟି. ଆଇ , ଫୁଲ୍ଲବାଣୀ ଟି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ଅଲ୍ପ କେତେଗୁଡିଏ ବିଭାଗ ସହିତ କାର୍ଯ୍ୟାରମ୍ଭ କରିଥିଲା ଯାହାକି ପରେ DTET, ଓଡିଶା ତଥା ଉଦ୍ୟୋଗ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଲା | କାଳକ୍ରମେ ଔଦ୍ୟୋଗିକ ବିକାଶ ତଥା ସାର୍ବଭୌମିକତା ଯୋଗୁଁ ସରକାରଙ୍କ ଦ୍ୱାରା ଏହି ଅନୁଷ୍ଠାନଟିରେ ଭିନ୍ନ ଭିନ୍ନ ବିଭାଗ ଖୋଲାହେଲା |ବର୍ତ୍ତମାନ ଏହି ଅନୁଷ୍ଠାନରେ ୯ ଟି ଭିନ୍ନ ଭିନ୍ନ ବିଭାଗ କରାଯାଉଛି |

ଗୁଣଯୁକ୍ତ କୌଶଳସମୂହ ସାହାଯ୍ୟରେ ପୂର୍ଣ୍ଣାଙ୍ଗ ସମୃଦ୍ଧି ପ୍ରାପ୍ତ କରିବା • ଗୁଣଯୁକ୍ତ କୌଶଳସମୂହ ସାହାଯ୍ୟରେ ପୂର୍ଣ୍ଣାଙ୍ଗ ସମୃଦ୍ଧି ପ୍ରାପ୍ତ କରିବା, • ଛାତ୍ର/ଛାତ୍ରୀଙ୍କୁ ନିଜ ନିଜର କୌଶଳକୁ ଚିହ୍ନିବା ଲାଗି ସଶକ୍ତ କରିବା ଓ ଏକ ସମର୍ପୀତ ଶିକ୍ଷକ ସମୂହ ତଥା ଏକ ଉପଯୁକ୍ତ ଯନ୍ତ୍ରପାତିଯୁକ୍ତ ପରିବେଶ ମାଧ୍ୟମରେ ଏଥିରେ କ୍ରମାଗତ ବିକାଶ କରେଇବା, • ପାରସ୍ପରିକ ଲାଭଦାୟୀ ତଥା ଗଠନମୂଳକ କଥାବାର୍ତ୍ତା ମାଧ୍ୟମରେ ଉଦ୍ୟୋଗ-ଅନୁଷ୍ଠାନ ମଧ୍ୟରେ ଥିବା ସମ୍ପର୍କରେ ଉନ୍ନତି କରି ପରସ୍ପରର ପ୍ରଗତିରେ ସାମିଲ ହେବା, • ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମୟାନୁବର୍ତ୍ତିତା, ନୈତିକତା, ସୃଜନମୂଳକ ତଥା ସକାରାତ୍ମକ ଚିନ୍ତାଧାରା ତଥା ଉତ୍ତମ ନାଗରିକତା ର ଭାବ ସୃଷ୍ଟି କରେଇବା, • ଛାତ୍ରଛାତ୍ରୀଙ୍କୁ ତାଙ୍କର ଦକ୍ଷତାବୃଦ୍ଧିରେ ସାହାଯ୍ୟ କରିବା, ଯେପରିକି ସେମାନେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆତ୍ମବିଶ୍ୱାସର ସହ ପ୍ରତିଯୋଗିତା କରିବା ପୂର୍ବକ ଦେଶ ଜାତି ଓ ଏହି ମାନବ ସଭ୍ୟତା ପାଇଁ ଏକ ଉପଯୁକ୍ତ ସମ୍ବଳ ଭାବେ ନିଜକୁ ପ୍ରତିପାଦିତ କରିପାରିବେ |

ବାର୍ତ୍ତା

ଆଇ. ଟି. ଆଇ , ଫୁଲ୍ଲବାଣୀ: ବୈଷୟିକ ତଥା ପାରମ୍ପରିକ ଶିକ୍ଷାର ଏକ ଉନ୍ନତ ସମ୍ମିଶ୍ରଣ “ଜଣେ ପ୍ରକୃତ ନେତା ହିଁ ତୁମକୁ ପ୍ରେରିତ କରିପାରିଥାଏ, ଏକ ଅଦମ୍ୟ ଇଚ୍ଛା ହିଁ ତୁମକୁ କଳ୍ପନା କରେଇ ପାରିଥାଏ, ସଠିକ ମନୋଭାବ ଭରା ଏକ ଶୁଦ୍ଧ ମସ୍ତିଷ୍ମ ହିଁ କିଛି ଅଭିନବ କରିପାରିଥାଏ, ଏକ ଶୁଦ୍ଧ ଜ୍ଞାନ ହିଁ ତୁମକୁ କିଛି ଆବିଷ୍କାର କରିବାରେ ସାମର୍ଥ୍ୟ ଦେଇଥାଏ ତଥା ପ୍ରକୃତ ଦକ୍ଷତା ହିଁ ତାହାକୁ କାର୍ଯ୍ୟକ୍ଷମ କରେଇଥାଏ”. ଏହି ବିଶ୍ୱାସର ସହିତ ମୁଁ ଆପଣ ସମସ୍ତଙ୍କୁ ବୈଷୟିକ ତାଲିମ ଅନୁଷ୍ଠାନ (ଆଇ.ଟି.ଆଇ), ଫୁଲ୍ଲବାଣୀ ସ୍ୱାଗତ ଜଣାଉଛି | ଗୋଟିଏ ସରକାରୀ ଅନୁଷ୍ଠାନ ଭାବେ ୧୯୮୨ ମସିହାରେ ଏହା ଓଡିଶାର ବାରିପଦାର ତକତପୁରଠାରେ ପ୍ରତିଷ୍ଠିତ ହୋଇଥିଲା | ଅତ୍ୟାଧୁନିକ ଭିତ୍ତିଭୂମୀ ତଥା ପ୍ରଶିକ୍ଷାର୍ଥୀଙ୍କୁ ସୃଜନତା ଏବଂ ଆବିଷ୍କାରଗତ ତାଲିମ ପ୍ରଦାନ ଲାଗି ସମର୍ପିତ ମାନବସମ୍ବଳର ଏକ ମଜବୁତ୍ ସମ୍ମିଶ୍ରଣ ହେତୁ ବିଗତ କିଛି ଦଶନ୍ଧିରେ ଏହି ଅନୁଷ୍ଠାନର କ୍ରମବିକାଶ ପରିଲକ୍ଷିତ ହୋଇଛି | ଏଠିକାର ଶାନ୍ତ ବାତାବରଣ ତଥା ଜ୍ଞାନ ଆହରଣ, ନିର୍ମାଣ ଓ ନିର୍ବାହନ ପାଇଁ ପ୍ରେରଣାଦାୟକ ପରିବେଶ ସହିତ ସାମାଜିକ ଦାୟିତ୍ୱବୋଧତା, ମାନବିକ ମୂଲ୍ୟବୋଧତା ଏବଂ ସାମାଜିକ ପ୍ରତିବଦ୍ଧତା ର ଭାବନା ହେତୁ ଏହି ଅନୁଷ୍ଠାନଟି ରାଜ୍ୟର ପ୍ରମୁଖ ଆଇ.ଟି.ଆଇ. ମାନଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି | ଏକ ସମର୍ପିତ ପ୍ରଶିକ୍ଷକ ମଣ୍ଡଳୀ ଦ୍ୱାରା ଏଠାରେ ଆମେ ପ୍ରଶିକ୍ଷାର୍ଥୀଙ୍କ ବ୍ୟାବହରିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଥାଉ | ଏଠାକାର ଶିକ୍ଷା ପ୍ରଣାଳୀ, ପ୍ରଶିକ୍ଷାର୍ଥୀଙ୍କୁ ସୈଦ୍ଧାନ୍ତିକ ଜ୍ଞାନ ଆହରଣ ତଥା ତାର ନିର୍ବାହନ ପାଇଁ ଉପଯୁକ୍ତ କୌଶଳ ପ୍ରାପ୍ତ କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ | ପ୍ରଶିକ୍ଷାର୍ଥୀଙ୍କ ଚିନ୍ତନ ଶୈଳୀ, ବିଶ୍ଳେଷଣ କ୍ଷମତା, ଔଦ୍ୟୋଗିକ କୁଶଳତା, ପାରସ୍ପରିକ କୁଶଳତା, ଯୋଗାଯୋଗ କୁଶଳତା ଓ ସର୍ବୋପରି ଜୀବନ ଯିଇବାର କୁଶଳତା ଆଦିରେ ଉନ୍ନତିକୁ ସୁନିଶ୍ଚିତ କରିବା ପାଇଁ ଆମେ ଆମ ଅନୁଷ୍ଠାନର କ୍ରମାଗତ ଭାବେ ସମୀକ୍ଷା ଜାରି ରଖିଛୁ | ଔଦ୍ୟୋଗିକ ପରିଭ୍ରମଣ ଏବଂ କ୍ୟାମ୍ପସ୍‌ ଚୟନ ଲାଗି ଅନେକ ଉଦ୍ୟୋଗ ସହିତ ଆମେ ସମ୍ପର୍କ ସ୍ଥାପନ କରିଛୁ | ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ଲାଗି ଏଠାରେ ଅନେକ ପ୍ରକାରର କ୍ରୀଡା ତଥା ଖେଳକୁଦ ଆଦିର ଯଥେଷ୍ଟ ସୁଯୋଗ ପ୍ରଦାନ କରାଯାଇଥାଏ | ପ୍ରଶିକ୍ଷାର୍ଥୀଟିଏ କେବଳ ଯେ ଜଣେ କୁଶଳୀ ବୈଷୟିକ ବ୍ୟକ୍ତିତ୍ୱ ହେବ ତା ନୁହେଁ, ବରଂ ସେ ଯେପରି ଏହି ଦେଶର ଏକ ସୁଯୋଗ୍ୟ ନାଗରିକ ହୋଇପାରିବ, ତାହା ଏଠାରେ ଆମେ ନିଶ୍ଚୟ କରିଥାଉ| ଆମ ଏ ଅନୁଷ୍ଠାନକୁ ଆସି ଥରେ ବୁଲି ଆମର ଏହି ମହାନ କାର୍ଯ୍ୟରେ ଆମକୁ ଉତ୍ସାହିତ କରିବା ଲାଗି ଏହି ଅନୁଷ୍ଠାନର ମୂଖ୍ୟରୂପେ ମୁଁ ସମସ୍ତଙ୍କୁ ସାଦର ଆମନ୍ତ୍ରଣ କରୁଅଛି |

ଈ॰ ବିଭୁତି ଭୂଷଣ ନାୟକ ଅଧ୍ୟକ୍ଷ, ଆଇ.ଟି.ଆଇ ଫୁଲ୍ଲବାଣୀ,

“ଜଣେ ପ୍ରକୃତ ନେତା ହିଁ ତୁମକୁ ପ୍ରେରିତ କରିପାରିଥାଏ, ଏକ ଅଦମ୍ୟ ଇଚ୍ଛା ହିଁ ତୁମକୁ କଳ୍ପନା କରେଇ ପାରିଥାଏ, ସଠିକ ମନୋଭାବ ଭରା ଏକ ଶୁଦ୍ଧ ମସ୍ତିଷ୍ମ ହିଁ କିଛି ଅଭିନବ କରିପାରିଥାଏ, ଏକ ଶୁଦ୍ଧ ଜ୍ଞାନ ହିଁ ତୁମକୁ କିଛି ଆବିଷ୍କାର କରିବାରେ ସାମର୍ଥ୍ୟ ଦେଇଥାଏ ତଥା ପ୍ରକୃତ ଦକ୍ଷତା ହିଁ ତାହାକୁ କାର୍ଯ୍ୟକ୍ଷମ କରେଇଥାଏ”. ଏହି ବିଶ୍ୱାସର ସହିତ ମୁଁ ଆପଣ ସମସ୍ତଙ୍କୁ ବୈଷୟିକ ତାଲିମ ଅନୁଷ୍ଠାନ (ଆଇ.ଟି.ଆଇ), ତକତପୁରକୁ ସ୍ୱାଗତ ଜଣାଉଛି | ଗୋଟିଏ ସରକାରୀ ଅନୁଷ୍ଠାନ ଭାବେ ୧୯୮୨ ମସିହାରେ ଏହା ଓଡିଶାର କନ୍ଧମାଳ ଫୁଲ୍ଲବାଣୀ ପ୍ରତିଷ୍ଠିତ ହୋଇଥିଲା | ଅତ୍ୟାଧୁନିକ ଭିତ୍ତିଭୂମୀ ତଥା ପ୍ରଶିକ୍ଷାର୍ଥୀଙ୍କୁ ସୃଜନତା ଏବଂ ଆବିଷ୍କାରଗତ ତାଲିମ ପ୍ରଦାନ ଲାଗି ସମର୍ପିତ ମାନବସମ୍ବଳର ଏକ ମଜବୁତ୍ ସମ୍ମିଶ୍ରଣ ହେତୁ ବିଗତ କିଛି ଦଶନ୍ଧିରେ ଏହି ଅନୁଷ୍ଠାନର କ୍ରମବିକାଶ ପରିଲକ୍ଷିତ ହୋଇଛି | ଏଠିକାର ଶାନ୍ତ ବାତାବରଣ ତଥା ଜ୍ଞାନ ଆହରଣ, ନିର୍ମାଣ ଓ ନିର୍ବାହନ ପାଇଁ ପ୍ରେରଣାଦାୟକ ପରିବେଶ ସହିତ ସାମାଜିକ ଦାୟିତ୍ୱବୋଧତା, ମାନବିକ ମୂଲ୍ୟବୋଧତା ଏବଂ ସାମାଜିକ ପ୍ରତିବଦ୍ଧତା ର ଭାବନା ହେତୁ ଏହି ଅନୁଷ୍ଠାନଟି ରାଜ୍ୟର ପ୍ରମୁଖ ଆଇ.ଟି.ଆଇ. ମାନଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି | ଏକ ସମର୍ପିତ ପ୍ରଶିକ୍ଷକ ମଣ୍ଡଳୀ ଦ୍ୱାରା ଏଠାରେ ଆମେ ପ୍ରଶିକ୍ଷାର୍ଥୀଙ୍କ ବ୍ୟାବହରିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଥାଉ | ଏଠାକାର ଶିକ୍ଷା ପ୍ରଣାଳୀ, ପ୍ରଶିକ୍ଷାର୍ଥୀଙ୍କୁ ସୈଦ୍ଧାନ୍ତିକ ଜ୍ଞାନ ଆହରଣ ତଥା ତାର ନିର୍ବାହନ ପାଇଁ ଉପଯୁକ୍ତ କୌଶଳ ପ୍ରାପ୍ତ କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ | ପ୍ରଶିକ୍ଷାର୍ଥୀଙ୍କ ଚିନ୍ତନ ଶୈଳୀ, ବିଶ୍ଳେଷଣ କ୍ଷମତା, ଔଦ୍ୟୋଗିକ କୁଶଳତା, ପାରସ୍ପରିକ କୁଶଳତା, ଯୋଗାଯୋଗ କୁଶଳତା ଓ ସର୍ବୋପରି ଜୀବନ ଯିଇବାର କୁଶଳତା ଆଦିରେ ଉନ୍ନତିକୁ ସୁନିଶ୍ଚିତ କରିବା ପାଇଁ ଆମେ ଆମ ଅନୁଷ୍ଠାନର କ୍ରମାଗତ ଭାବେ ସମୀକ୍ଷା ଜାରି ରଖିଛୁ | ଔଦ୍ୟୋଗିକ ପରିଭ୍ରମଣ ଏବଂ କ୍ୟାମ୍ପସ୍‌ ଚୟନ ଲାଗି ଅନେକ ଉଦ୍ୟୋଗ ସହିତ ଆମେ ସମ୍ପର୍କ ସ୍ଥାପନ କରିଛୁ | ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ଲାଗି ଏଠାରେ ଅନେକ ପ୍ରକାରର କ୍ରୀଡା ତଥା ଖେଳକୁଦ ଆଦିର ଯଥେଷ୍ଟ ସୁଯୋଗ ପ୍ରଦାନ କରାଯାଇଥାଏ | ପ୍ରଶିକ୍ଷାର୍ଥୀଟିଏ କେବଳ ଯେ ଜଣେ କୁଶଳୀ ବୈଷୟିକ ବ୍ୟକ୍ତିତ୍ୱ ହେବ ତା ନୁହେଁ, ବରଂ ସେ ଯେପରି ଏହି ଦେଶର ଏକ ସୁଯୋଗ୍ୟ ନାଗରିକ ହୋଇପାରିବ, ତାହା ଏଠାରେ ଆମେ ନିଶ୍ଚୟ କରିଥାଉ| ଆମ ଏ ଅନୁଷ୍ଠାନକୁ ଆସି ଥରେ ବୁଲି ଆମର ଏହି ମହାନ କାର୍ଯ୍ୟରେ ଆମକୁ ଉତ୍ସାହିତ କରିବା ଲାଗି ଏହି ଅନୁଷ୍ଠାନର ମୂଖ୍ୟରୂପେ ମୁଁ ସମସ୍ତଙ୍କୁ ସାଦର ଆମନ୍ତ୍ରଣ କରୁଅଛି | ଇ॰ବିଭୁତି ଭୂଷଣ ନାୟକ ଅଧ୍ୟକ୍ଷ, ଆଇ.ଟି.ଆଇ, ଫୁଲ୍ଲବାଣୀ , କନ୍ଧମାଳ

କ୍ରମିକ# ପାଠ୍ୟକ୍ରମ ଅନୁମୋଦିତ ସୀଟ ସଂଖ୍ୟା
ଏଲେକ୍ତ୍ର୍କିସିଆନ / ମାଟ୍ରିକ/ ୨ ବର୍ଷ ୮୦
ଏଲେକ୍ଟ୍ରୋନି ମେକାନିକ/ ମାଟ୍ରିକ/ ୨ ବର୍ଷ ୨୭
ଫିଟର୍‌/ ମାଟ୍ରିକ/ ୨ ବର୍ଷ ୪୨
ମୋଟର ଗାଡି ମେକାନିକ/ ମାଟ୍ରିକ/ ୨ ବର୍ଷ ୨୧
ୱୟାରମ୍ୟାନ/ ଅଣ ମାଟ୍ରିକ/ ୨ ବର୍ଷ ୨୬
ଡ୍ରାଫ୍ଟ ମନ ସିଭିଲ / ୨ ବର୍ଷ ୨୬
କମ୍ପ୍ୟୁଟର ଅପରଟୋର ଆଣ୍ଡ ପ୍ରୋଗ୍ରାମ୍ମିଂ ଆସିଷ୍ଟାଣ୍ଡ/୧ ବର୍ଷ ୫୨
ଝଳେଇ ମିସ୍ତ୍ରୀ/ ଅଣ ମାଟ୍ରିକ/ ୨ ବର୍ଷ ୮୪
ପୁମ୍ବର / ୧ ବର୍ଷ ୫୨