ଅଧ୍ୟକ୍ଷଙ୍କ ବାର୍ତ୍ତା

"ଜଣେ ପ୍ରକୃତ ନେତା ହିଁ ତୁମକୁ ପ୍ରେରିତ କରିପାରିଥାଏ, ଏକ ଅଦମ୍ୟ ଇଚ୍ଛା ହିଁ ତୁମକୁ କଳ୍ପନା କରେଇ ପାରିଥାଏ, ସଠିକ ମନୋଭାବ ଭରା ଏକ ଶୁଦ୍ଧ ମସ୍ତିଷ୍ମ ହିଁ କିଛି ଅଭିନବ କରିପାରିଥାଏ, ଏକ ଶୁଦ୍ଧ ଜ୍ଞାନ ହିଁ ତୁମକୁ କିଛି ଆବିଷ୍କାର କରିବାରେ ସାମର୍ଥ୍ୟ ଦେଇଥାଏ ତଥା ପ୍ରକୃତ ଦକ୍ଷତା ହିଁ ତାହାକୁ କାର୍ଯ୍ୟକ୍ଷମ କରେଇଥାଏ"

ଈ॰ ପ୍ରକାଶ ଚନ୍ଦ୍ର ସେଠୀ

ସମ୍ବାଦ ଏବଂ ଘଟଣାବଳୀ

ଅନୁଷ୍ଠାନ ସମ୍ବନ୍ଧରେ ପଦେ

ଆମର ଏହା ଅନୁଷ୍ଟନ ର ୯ ଟି ଟ୍ରେଡ ଅଛି । ଏହା କନ୍ଧମାଳ ଜିଲ୍ଲା ର ଅକମାତ୍ର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଭାବେ ଜଣାଶୁଣା | ଏହା କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲ୍ଲବାଣୀ ଠାରେ ୧୯୮୨ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନଟିରେ NCVT ଦ୍ୱାରା ସ୍ୱୀକୃତିପ୍ରାପ୍ତ |

30 ଏକର ପରିମୀତ କ୍ଷେତ୍ରରେ ବିସ୍ତୃତ ଆମ ଅନୁଷ୍ଠାନଟି ଫୁଲ୍ଲବାଣୀ ସହରାଞ୍ଚଳଠାରୁ ୫ କି.ମି ତଥା | ୮୦ ରୁ ଉର୍ଦ୍ଧ୍ୱ କର୍ମଚାରୀ ଆମ ଅନୁଷ୍ଠାନରେ କାର୍ଯ୍ୟରତ ତଥା ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଠାରେ ପ୍ରତିବର୍ଷ ଅଧ୍ୟୟନ କରିବାକୁ ଏଡ୍‌ମିଶନ ନେଇଥାଆନ୍ତି|

Read More

ସୂଚନା ଫଳକ

କ୍ୟାମ୍ପସ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆପ୍‌ରେଣ୍ଟାଇସିପ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଟେଣ୍ଡର୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆଡ୍‌ମିଶନ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ