Los Angeles
ଛାତ୍ରାବାସ

ଆମ ଅନୁଷ୍ଠାନରେ ବିଶାଳାକାର କକ୍ଷ ବିଶିଷ୍ଟ ସମୁଦାୟ ୩ ଗୋଟି ହଷ୍ଟେଲ୍ (୫୦ ଏବଂ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ୫୦ ଶଯ୍ୟା ବିଶିଷ୍ଟ ଛାତ୍ରୀବାସ) ରହିଛି | ଏଥିରେ ସମସ୍ତ ବୁନିଆଦୀ ସୁବିଧା ଯେପରିକି ବିଦ୍ୟୁତ ସରବରାହ, ଶୁଦ୍ଧ,ଶୀତଳ ପାନୀୟ ଜଳ, ସ୍ୱଚ୍ଛ ବାତାବରଣ ସାଙ୍ଗକୁ ଦିନକୁ ୨ ଥର ଭୋଜନର ବ୍ୟବସ୍ଥା ରହିଛି ଯେପରିକି ପ୍ରଶିକ୍ଷାର୍ଥୀ ଏକ ଘରୋଇ ବାତାବରଣ ରେ ବସବାସ କରିପାରେ ତଥା ତାର ତାଲିମ ନେବାରେ କିଛି ହେଲେ ବାଧା-ବିଘ୍ନ ନ ଉପୁଜେ |